ୱାସିଂଟନ: ଇଂଲଣ୍ଡର ରାଣୀ କନସର୍ଟ କାମିଲାଙ୍କ ଉପରେ ବର୍ଷିଛନ୍ତି ପ୍ରିନ୍ସ ହ୍ୟାରି। ସେ ତାଙ୍କୁ ଖଳନାୟିକା ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତା କିଙ୍ଗ ଚାର୍ଲସ ୩ୟ ଓ ମା’ ସ୍ବର୍ଗତା ରାଜକୁମାରୀ ଡାଏନାଙ୍କ ବିବାହରେ କାମିଲା ଥିଲେ ତୃତୀୟ ବ୍ୟକ୍ତି। ଏକ ସାକ୍ଷାତ୍କାରରେ ସାମ୍ବାଦିକ ଆଣ୍ଡର୍ସନ କୁପରଙ୍କୁ ଏ କଥା କହିଛନ୍ତି ପ୍ରିନ୍ସ ହ୍ୟାରି। ସେ ଓ ତାଙ୍କ ଭାଇ ପ୍ରିନ୍ସ ୱିଲିୟମ୍ ସିଧାସଳଖ ବାପାଙ୍କୁ କାମିଲାଙ୍କୁ ବିବାହ ନ କରିବା ପାଇଁ କହିଥିଲେ। ଏହାବ୍ୟତୀତ କ୍ୟାମିଲା ଖୁସିରେ ରୁହନ୍ତୁ ବୋଲି ଆମେ ଚାହୁଥିଲୁ। କାରଣ ସେ ଖୁସିରେ ରହିଲେ ସେତେଟା ବିପଜ୍ଜନକ ହେବେନାହିଁ। ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ ଆସନ୍ତାକାଲି ପ୍ରକାଶ ପାଇବ। ଏଥିରେ ହ୍ୟାରି ଏସବୁ ବିଷୟ ଉଲ୍ଲେଖ କରିଛନ୍ତି।
ରାଣୀ କାମିଲାଙ୍କୁ ଖଳନାୟିକା କହିଲେ ପ୍ରିନ୍ସ ହ୍ୟାରି
/sambad/media/post_attachments/wp-content/uploads/2023/01/56sf4h65hsf465fh4f5sh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)