ପ୍ରିୟଙ୍କାଙ୍କୁ ମିଳିଲା ରାହୁଲଙ୍କ ଅଫିସ୍‌ ସଂଲଗ୍ନ ପ୍ର‌କୋଷ୍ଠ

ନୂଆଦିଲ୍ଲୀ : ନିକଟରେ ସକ୍ରିୟ ରାଜନୀତିକୁ ଆସିଥିବା ପ୍ରିୟଙ୍କା ଗା‌ନ୍ଧୀଙ୍କୁ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଭାଇ ତଥା ଦଳ ସଭାପତି ରାହୁଲ ଗାନ୍ଧୀଙ୍କ ଅଫିସ୍‌ ସଂଲଗ୍ନ ପ୍ରକୋଷ୍ଠ ମିଳିଛି। ଏହି ପ୍ରକ‌ୋଷ୍ଠଟିକୁ ରାହୁଲ ଗାନ୍ଧୀ ଦଳର ସାଧାରଣ ସଂପାଦକ ଥିବାବେଳେ ବ୍ୟବହାର କରୁଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶ‌ର ନିର୍ବାଚନ ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପ୍ରିୟଙ୍କାଙ୍କୁ ମିଳିଥିବା ପ୍ରକୋଷ୍ଠ ବାହାରେ ତାଙ୍କ ନାମ ଫଳକ ଲଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର