ପ୍ରିୟଙ୍କା ସୋସିଆଲ ମିଡିଆକୁ ଆସିବେ

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସଂପାଦକ ଦାୟିତ୍ବ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏବେ ସୋସିଆଲ୍‌ ମିଡିଆରେ ନିଜର ଡେବ୍ୟୁ କରିବେ। ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ପରି ସୋସିଆଲ୍‌ ମିଡିଆ ସାଇଟ୍‌ଗୁଡ଼ିକରେ ପ୍ରିୟଙ୍କା ଖୁବ୍‌ ଶୀଘ୍ର ସକ୍ରିୟ ହେବେ ବୋଲି ସୂଚନା ରହିଛି। ପ୍ରିୟଙ୍କା ଫେବ୍ରୁଆରି ୪ ତାରିଖରେ ଲକ୍ଷ୍ନୌରେ ଏକ ବଡ଼ ସମାରୋହରେ ପୂର୍ବାଞ୍ଚଳ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିବା ପରେ ଯୁବ ଓ ମହିଳାମାନଙ୍କ ସହ ଯୋଡ଼ି ହେବା ପାଇଁ ସୋସିଆଲ୍‌ ମିଡିଆରେ ଡେବ୍ୟୁ କରିବେ।

ସମ୍ବନ୍ଧିତ ଖବର