ଥିରୁଅନନ୍ତପୁରମ୍ : କେରଳରେ ସୁନା ଚୋରାଚାଲାଣ ମାମଲାରେ ଶାସକ ଦଳର ସଂପୃକ୍ତି ନେଇ ରାଜନୀତି ସରଗରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କ୍ରମାଗତ ତୃତୀୟ ଦିନରେ ଶୁକ୍ରବାର ଦିନ ମଧ୍ୟ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କଂଗ୍ରେସ ଏବଂ ଯୁବ କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀ ଏବଂ ଏଲ୍ଡିଏଫ୍ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ସାରା ରାଜ୍ୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟାଳୟକୁ ପଦଯାତ୍ରା କରିଥିଲେ। ପୁଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା।
କେରଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ
/sambad/media/post_attachments/wp-content/uploads/2022/06/kerala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)