ଇନ୍ଦୋର: ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଜଣେ କଂଗ୍ରେସ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ୩୫ ବର୍ଷୀୟ କଂଗ୍ରେସ ସରପଞ୍ଚ ନର୍ଜୁ ଭିଲ୍ଙ୍କୁ ଧାର ଜିଲ୍ଲାର ବଲୱାରି କାଲା ପଞ୍ଚାୟତ ସ୍ଥିତ ତାଙ୍କ ବାସଭବନରେ ଧନୁତୀର ଓ ପଥର ମାଡ଼କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ସରପଞ୍ଚଙ୍କୁ ନିର୍ମମ ହତ୍ୟା
/sambad/media/post_attachments/wp-content/uploads/2018/10/deadbody-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)