ସରପଞ୍ଚଙ୍କୁ ନିର୍ମମ ହତ୍ୟା

ଇନ୍ଦୋର: ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଜଣେ କଂଗ୍ରେସ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ୩୫ ବର୍ଷୀୟ କଂଗ୍ରେସ ସରପଞ୍ଚ ନର୍ଜୁ ଭିଲ୍‌ଙ୍କୁ ଧାର ଜିଲ୍ଲାର ବଲୱାରି କାଲା ପଞ୍ଚାୟତ ସ୍ଥିତ ତାଙ୍କ ବାସଭବନରେ ଧନୁତୀର ଓ ପଥର ମାଡ଼କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ସମ୍ବନ୍ଧିତ ଖବର