ଲଣ୍ଡନ୍ : ଆୟରଲାଣ୍ଡ୍କୁ ଛୁଟି କାଟିବାକୁ ଯାଇଥିବା ଜଣେ ଭାରତୀୟ ପରିବାରକୁ ଜାତିଆଣ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ପ୍ରସୁନ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସଦସ୍ୟଙ୍କ ସହ ୩ ଦିନିଆ ଆୟରଲାଣ୍ଡ୍ ଗସ୍ତରେ ଥିଲେ। ତେବେ ବେଲଫାଷ୍ଟ୍ରୁ ଡବ୍ଲିନ୍ ଅଭିମୁଖେ ଟ୍ରେନ୍ ଯାତ୍ରା କରିବା ସମୟରେ ପରିବାର ସଦସ୍ୟଙ୍କୁ ଜାତିଆଣ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ଜଣେ ବ୍ୟକ୍ତି ଲଗାତାର ସେମାନଙ୍କୁ ସେମାନଙ୍କ ଜାତୀୟତା ପ୍ରସଙ୍ଗରେ ଅପମାନିତ କରିଥିଲେ।
ଆୟରଲାଣ୍ଡ୍ରେ ଭାରତୀୟ ପରିବାରକୁ ଜାତିଆଣ ନିର୍ଯାତନା
/sambad/media/post_attachments/wp-content/uploads/2019/06/indian.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)