ଆଜିି ଗୁରୁ ନାନକ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେ ବହୁ ଶୀର୍ଷ ସ୍ତରୀୟ ନେତା

ନୂଆଦିଲ୍ଲୀ: ଆଜି ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ। ନାନକଙ୍କ ଜନ୍ମଦିନ ଅବସରରେ ଶୀର୍ଷ ସ୍ତରୀୟ ନେତାମାନେ ସୋସିଆଲ୍‌ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ପୂର୍ବତନ କଂଗ୍ରେସ ସଭାପତ ରାହୁଲ ଗାନ୍ଧୀଙ୍କ ସମେତ ଆହୁରି ଅନେକ ଶୀର୍ଷ ସ୍ତରୀୟ ନେତା ଗୁରୁ ନାନକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହଙ୍କ ସମେତ ଶି‌ରୋମଣି ଅଖିଳ ଦଳ ନେତା ଶୁଖବୀର ସିଂହ ବାଦଲ ପର୍ଯ୍ୟନ୍ତ ନେତାମାନେ ଏହି ପବିତ୍ର ଦିବସରେ ଶିଖ୍‌ ଧର୍ମୀମାନଙ୍କୁ ଶୁୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର