ମୋଦିଙ୍କୁ ରାହୁଲଙ୍କ ତ୍ରୟୋଦଶ ପ୍ରଶ୍ନ: ଦୁର୍ନୀତି ପ୍ରସଙ୍ଗରେ ନିରବ କାହିଁକି

ଗୁଜରାଟରେ ବିକାଶ ପ୍ରସଙ୍ଗରେ ମୋଦିଙ୍କୁ ପ୍ରତ୍ୟହ ଗୋଟିଏ ଗୋଟିଏ ଭିନ୍ନ ପ୍ରଶ୍ନ ପଚାରି ଚାଲିଥିବା ରାହୁଲ ଆଜି ତାଙ୍କର ତ୍ରୟୋଦଶ ପ୍ରଶ୍ନ ଛାଡ଼ିଛନ୍ତି। ଏଥିରେ ମୋଦି ଦୁର୍ନୀତି ପ୍ରସଙ୍ଗରେ ନିରବ କାହିଁକି ରହିଛନ୍ତି ବୋଲି ପଚାରିଛନ୍ତି। ସରକାର କାହିଁକି ଏଯାଏ ଲୋକପାଳ ନିଯୁକ୍ତି କରିନାହାନ୍ତି ଏବଂ ସରକାରଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ଅଭିଯୋଗ ସମେତ ଅମିତ ଶାହଙ୍କ ପୁଅ ଜୟ ଶାହ ମାମଲାରେ ମୋଦି କାହିଁକି ନିରବ ରହିଛନ୍ତି ବୋଲି ରାହୁଲ ମୋଦିଙ୍କଠାରୁ ଉତ୍ତର ଲୋଡ଼ିିଛନ୍ତି।

ସମ୍ବନ୍ଧିତ ଖବର