ମୁମ୍ବାଇ : ୩ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସର ବିଜୟ ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ନେତାଙ୍କ ଦ୍ବାରା ସବୁବେଳେ ‘ପପୁ’ ବୋଲି କୁହାଯାଉଥିବା ରାହୁଲଙ୍କୁ କଟାକ୍ଷ କରି ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନଏସ) ମୁଖ୍ୟ ରାଜ୍ ଠାକ୍ରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବେ ଆଉ ପପୁ ନାହାନ୍ତି। ସେ ଏବେ ପରମପୂଜ୍ୟ। ଏମଏନ୍ଏସ ମୁଖ୍ୟ ମଧ୍ୟ ଆଜି ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବ୍ୟବହାର ପାଇଁ ବିଜେପିକୁ ପରାଜିତ େହବାକୁ ପଡ଼ିଛି।
ପପୁ ଏବେ ପରମପୂଜ୍ୟ: ରାଜ୍ ଠାକରେ
/sambad/media/post_attachments/wp-content/uploads/2018/12/Raj_at_MNS_Koli_Festival.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)