ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ରେଳୱେ ବୋର୍ଡ ଅଫିସରୁ ଭିଡିଓ କନଫରେନ୍ସିଂ ଜରିଆରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଓ କେନ୍ଦୟ୍ର ପେଟେଆଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁରକୁ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି। ଏଣିକି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପ୍ରତି ଶନିବାର ଅନୁଗୁଳ, ସମ୍ବଲପୁର ସହର ସହିତ ଝାରୁସୁଗୁଡା ଓ ରାଉରକେଲା ଷ୍ଟେସନଦେଇ ଯା’ଆସ କରିବ।
ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ଚଳାଚଳକୁ ଉଦ୍ଘାଟନ କଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନୋଜ ସିହ୍ନା
/sambad/media/post_attachments/wp-content/uploads/2018/02/bbsr-3.jpg)