କମଲ ହାସନ୍, ରଜନୀକାନ୍ତଙ୍କୁ ନିମନ୍ତ୍ରଣ

ଚେନ୍ନାଇ : ବିଶିଷ୍ଟ ତାମିଲ ସିନେମା ଅଭିନେତା ତଥା ଅଭିନେତାରୁ ରାଜନେତା ବନିଥିବା ତାମିଲନାଡ଼ୁର କମଲ ହାସନ୍ ଓ ରଜନୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି। ତେବେ ଏମାନେ ଯୋଗଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡ଼ୁରେ ବିଜେପି ଚଳିତ ନିର୍ବାଚନରେ ଖାତା ଖୋଲିପାରିନାହିଁ।

ସମ୍ବନ୍ଧିତ ଖବର