ଜୟପୁର: ଖେଳ ଏବଂ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଆଜି ଜୟପୁର ଗ୍ରାମୀଣ ଆସନରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସେ ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ତାଙ୍କ ସହିତ ଯୋଗଗୁରୁ ବାବା ରାମଦେବ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲର ଠିକ୍ ପୂର୍ବରୁ ରାଜ୍ୟବର୍ଦ୍ଧନଙ୍କୁ ପ୍ରାଣାୟମ କରାଇଥିଲେ ରାମଦେବ।
ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବାବା ରାମଦେବଙ୍କ ସହ ପ୍ରାଣାୟମ କଲେ ରାଜ୍ୟବର୍ଦ୍ଧନ
/sambad/media/post_attachments/wp-content/uploads/2019/04/Untitled-4-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)