ରାକେଶ ରୋଶନଙ୍କୁ କ୍ୟାନ୍‌ସର

ମୁମ୍ବାଇ,: ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ ଏବେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାକେଶଙ୍କ ପୁଅ ତଥା ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ରାକେଶଙ୍କ କ୍ୟାନସର ଏବେ ପ୍ରଥମ ପର୍ଯ୍ୟାୟରେ ଅଛି ଏବଂ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର