ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମଙ୍ଗଳବାର ନିଅଁ ଖୋଳା ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୋମବାର ସନ୍ଧ୍ୟାରେ ଏଠାରେ ଆସି ପହଞ୍ଚିଥିଲେ। ମନ୍ଦିର ନିର୍ମାଣ କାର୍ଯ୍ୟ କରିବା ପାଇଁ ଚୁକ୍ତିବଦ୍ଧ ଲାର୍ସନ୍ ଆଣ୍ଡ ଟର୍ବୋ କମ୍ପାନି ପକ୍ଷରୁ ୨ଟି ମେସିନ୍ ରବିବାର ଆସି ପହଞ୍ଚିଥିଲା। ଆଜି ସକାଳୁ ଔପଚାରିକ ପୂଜା ପରେ ନିଅଁ ଖୋଳା ଆରମ୍ଭ ହୋଇଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ମନ୍ଦିରର ଭୂମିପୂଜନ କରିଥିଲେ।
ରାମ ମନ୍ଦିର ପାଇଁ ନିଅଁ ଖୋଳା ଆରମ୍ଭ
/sambad/media/post_attachments/wp-content/uploads/2020/08/Ayodhya-Ram-Temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)