ବାରାଣସୀ: ବାରାଣସୀର ଡ ଜଗଦୀଶ ପିଲାଇ ଶ୍ରୀରାମଚରିତମାନସକୁ ୧୩୮ ଘଣ୍ଟା ୪୧ ମିନିଟ୍ ଓ ୨ ସେକେଣ୍ଡରେ ଗାଇ ବିଶ୍ବର ଦୀର୍ଘତମ ଗୀତ ଗାଇବାରେ ଗିନିସ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। ଶ୍ରୀରାମଚରିତମାନସ ମଧ୍ୟ ବିଶ୍ବର ଦୀର୍ଘତମ ଗୀତର ମାନ୍ୟତା ପାଇଛି। ଦୀର୍ଘ ପାଞ୍ଚବର୍ଷ ଧରି ବିଶ୍ବର ୧୦୦ରୁ ଅଧିକ ଅଫିସିଆଲ ଅଡିଓ ଚାନେଲରେ ଶ୍ରୀରାମଚରିତମାନସ ଗାଇବା ପରେ ଡ ପିଲାଇ ଗିନିସ ବୁକ୍ରେ ନିଜର ନାମ ପଞ୍ଜୀକୃତ କରିପାରିଛନ୍ତି।
ବିଶ୍ବର ଦୀର୍ଘତମ ଗୀତ ଭାବେ ଗିନିସ ବୁକ୍ରେ ସ୍ଥାନ ପାଇଲା ରାମଚରିତମାନସ: ୧୩୮ ଘଣ୍ଟା ୪୧ ମିନିଟ୍ ୨ ସେକେଣ୍ଡ
/sambad/media/post_attachments/wp-content/uploads/2023/05/654g654j65dgjdjgdgj.jpg)