କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ହତ୍ୟା ମାମଲାରେ ଗିରଫ ହୋଇଛନ୍ତି। ତେବେ ଗିରଫ ପରେ ରଣତୁଙ୍ଗାଙ୍କୁ ଜାମିନ ମିଳିଛି। ଗତକାଲି ରଣତୁଙ୍ଗାଙ୍କ ସୁରକ୍ଷାକର୍ମୀ ଜନତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାଦ୍ବାରା ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ।
ରଣତୁଙ୍ଗାଙ୍କୁ ଗିରଫ ପରେ ଜାମିନ
/sambad/media/post_attachments/wp-content/uploads/2018/10/Arjuna-granted-bail-B.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)