ରଣବୀର ଆଲିଆ ଯୋଡି: ନିତୁଙ୍କ ସହମତି

ନୂଆଦିଲ୍ଲୀ: ରଣବୀର କପୁର ଏବଂ ଆଲିଆ ଭଟ ଯୋଡ଼ିଙ୍କୁ ନେଇ ବଲିଉଡ୍‌ରେ ଏବେ ଚର୍ଚା ଜୋର୍ ଧରିଛି। ରଣବୀର ତାଙ୍କ ପରିବାର ସହ ରହୁଥିବା ବେଳେ ଆଲିଆଙ୍କ ସହ ତାଙ୍କର ସମ୍ପର୍କରେ ତାଙ୍କ ମା’ ନିତୁଙ୍କ ସହମତି ରହିଥିବା ଜଣାପଡିଛି। ‘ଫିଲ୍ମ ଫେୟାର’ ମାଗାଜିନକୁ ଏକ ସାକ୍ଷାତକାର ଦେବା ବେଳେ ଆଲିଆ ରଣବୀରଙ୍କୁ ‘ମଣି’ ଭାବେ ବର୍ଣନା କରି ଚର୍ଚ୍ଚାକୁ ଆସିଥିଲେ। ଆଲିଆଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯିବାରୁ ଆଲିଆ କହିଥିଲେ ‘ମୁଁ ବି କମ୍ ନୁହଁ’।

ସମ୍ବନ୍ଧିତ ଖବର