ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ମୁମ୍ବାଇ: ‘ମି ଠୁ’ ମାମଲାରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଆଜି ମୁମ୍ବାଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ଟିଭି ଲେଖିକା-ପ୍ରଯୋଜିକା ବିଣ୍ଟା ନନ୍ଦାଙ୍କ ଅଭିଯୋଗ କ୍ରମେ ଆଲୋକଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଅଧୀନରେ ଆଜି ମୁମ୍ବାଇର ଓଶିୱାରା ଥାନାରେ ମାମଲା ରୁଜୁ ହୋଇଛି ବୋଲି ଅତିରିକ୍ତ ପୁଲିସ କମିସନର ମନୋଜ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର