ମହିଳା ରୋଗୀଙ୍କୁ ଆଇସିୟୁରେ ଦୁଷ୍କର୍ମ

ଜୟପୁର(ରାଜସ୍ଥାନ): ଜୟପୁର ସ୍ଥିତ ସାଲ୍‌ବି ହସ୍ପିଟାଲ୍‌ର ଆଇସିୟୁ ଭିତରେ ଗତ ସୋମବାର ରାତିରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ଵାର୍ଡବୟ ଜଣକ ପୀଡ଼ିତାଙ୍କ ଦୁଇ ହାତକୁ ଆଇସିୟୁ ଶଯ୍ୟା ନିକଟ ଅକ୍ସିଜେନ୍‌ ସିଲିଣ୍ଡର ଷ୍ଟାଣ୍ଡରେ ବାନ୍ଧି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର