ମା’ ଓ ନାବାଳିକା ଝିଅଙ୍କୁ ଦୁଷ୍କର୍ମ

କୈଥାଲ୍‌: ହରିୟାଣାରେ ଜଣେ ୧୬ ବର୍ଷୀୟା ନାବାଳିକା ଏବଂ ତାଙ୍କ ମା’ ଦୁଷ୍କର୍ମର ଶିକାର ହୋଇଛନ୍ତି। ଜଣେ ପୁଲିସ ଏଏସ୍‌ଆଇ ହିଁ ସେମାନଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତା ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଜ‌ଣେ ଏଏସ୍‌ଆଇ ରୢାଙ୍କ୍‌ର ପୁଲିସ ଅଧିକାରୀ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ଗତ ମାସରେ ତାଙ୍କ ବାସଭବନରେ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ବୟାନକ୍ରମେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଉକ୍ତ ମାମଲାରେ ୭ ପୁଲିସ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର