ହୁ ହୁ ହୋଇ ବଢୁଛି ସଂକ୍ରମଣ: ୨୪ଘଣ୍ଟାରେ ୩୮,୯୦୨ଜଣ କରୋନା ଆକ୍ରାନ୍ତ, ୫୪୩ ମୃତ

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୧୦,୭୭,୬୧୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୭୭୪୨୧ ଜଣ ସୁସ୍ଥ ହୋଇଛନ୍ତି। ବାକି ୨୬୮୧୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୩୮,୯୦୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୩୭୯ରେ ପହଞ୍ଚିଛି। ୨୪ ଘଣ୍ଟାରେ ୫୪୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

The Weather Channe

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୮୬ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୩ ଜଣ, ବିହାରରେ ୨୦୮ଜଣ, ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୪ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୫୯୭ ଜଣ, ଗୋଆରେ ୨୧ ଜଣ, ଗୁଜରାଟରେ ୨୧୨୨ ଜଣ, ହରିୟାଣାରେ ୩୪୪ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୩୬ଜଣ, ଝାଡ଼ଖଣ୍ଡରେ ୪୬ ଜଣ, କର୍ଣ୍ଣାଟକରେ ୧୨୪୦ଜଣ, କେରଳରେ ୪୦ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୭୦୬ଜଣ, ମହାରାଷ୍ଟ୍ରରେ ୧୧୫୯୬ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୮୬ ଜଣ, ପୁଦ୍ଦୁଚେରୀରେ ୨୮ ଜଣ, ପଞ୍ଜାବରେ ୨୪୬ଜଣ, ରାଜସ୍ଥାନରେ ୫୫୩ଜଣ, ତାମିଲନାଡୁରେ ୨୪୦୩ଜଣ, ତେଲେଙ୍ଗାନାରେ ୪୦୯ଜଣ, ତ୍ରିପୁରାରେ ୫ଜଣ, ଉତ୍ତରାଖଣ୍ଡରେ ୫୨ ଜଣ, ଉତ୍ତରପ୍ରଦେଶରେ ୧୧୦୮ଜଣ ଏବଂ ପଶ୍ଚମବଙ୍ଗରେ ୧୦୭୬ଜଣ ।

LATEST! More Cases Of Coronavirus Reinfections Emerging Among ...
Thailand Medical News

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୯୮), ଆନ୍ଧ୍ରପ୍ରଦେଶ (୪୪୬୦୯), ଅରୁଣାଚଳ ପ୍ରଦେଶ (୬୫୦), ଆସାମ (୨୨୯୧୮), ବିହାର (୨୫୧୩୬), ଚଣ୍ଡିଗଡ଼ (୭୦୦), ଛତିଶଗଡ଼ (୫୨୩୩), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୬୦୨), ଦିଲ୍ଲୀ (୧୨୧୫୮୨), ଗୋଆ (୩୪୮୪), ଗୁଜରାଟ (୪୭୩୯୦), ହରିୟାଣା (୨୫୫୪୭), ହିମାଚଳ ପ୍ରଦେଶ (୧୪୫୭), ଜମ୍ମୁ ଓ କଶ୍ମୀର (୧୩୧୯୮), ଝାଡ଼ଖଣ୍ଡ (୫୩୪୨) କର୍ଣ୍ଣାଟକ (୫୯୬୫୨), କେରଳ (୧୧୬୫୯), ଲଦାଖ (୧୧୫୯), ମଧ୍ୟପ୍ରଦେଶ (୨୧୭୬୩), ମହାରାଷ୍ଟ୍ର (୩୦୦୯୩୭), ମଣିପୁର (୧୮୯୧), ମେଘାଳୟ (୪୧୮), ମିଜୋରାମ (୨୮୪), ନାଗାଲାଣ୍ଡ (୯୭୮), ଓଡ଼ିଶା (୧୬୭୦୧), ପୁଦ୍ଦୁଚେରୀ (୧୮୯୪), ପଞ୍ଜାବ (୯୭୯୨), ରାଜସ୍ଥାନ (୨୮୫୦୦), ସିକିମ୍ (୨୭୫), ତାମିଲନାଡୁ (୧୬୫୭୧୪), ତେଲେଙ୍ଗାନା (୪୩୭୮୦), ତ୍ରିପୁରା (୨୬୫୪), ଉତ୍ତରାଖଣ୍ଡ (୪୨୭୬), ଉତ୍ତରପ୍ରଦେଶ (୪୭୦୩୬) ଓ ପଶ୍ଚିମବଙ୍ଗ (୪୦୨୦୯ ) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୪୫), ଆନ୍ଧ୍ରପ୍ରଦେଶ (୨୧୭୬୩), ଅରୁଣାଚଳ ପ୍ରଦେଶ (୨୭୪), ଆସାମ (୧୫୧୬୫), ବିହାର (୧୫୫୩୬), ଚଣ୍ଡିଗଡ଼ (୪୮୫), ଛତିଶଗଡ଼ (୩୬୫୮), ଦାଦର ନଗର ହାୱେଲି (୪୧୪), ଦିଲ୍ଲୀ (୧୦୧୨୭୪), ଗୋଆ (୨୦୩୮), ଗୁଜରାଟ (୩୪୦୩୫), ହରିୟାଣା (୧୯୩୧୮), ହିମାଚଳ ପ୍ରଦେଶ (୧୦୩୬), ଜମ୍ମୁ ଓ କଶ୍ମୀର (୭୧୬୫), ଝାଡ଼ଖଣ୍ଡ (୨୬୧୧), କର୍ଣ୍ଣାଟକ (୨୧୭୭୫), କେରଳ (୫୧୯୯), ଲଦାଖ (୯୮୫), ମଧ୍ୟପ୍ରଦେଶ (୧୪୮୬୪), ମହାରାଷ୍ଟ୍ର (୧୬୫୬୬୩), ମଣିପୁର (୧୧୮୨), ମେଘାଳୟ (୬୬), ମିଜୋରାମ (୧୬୭) ନାଗାଲାଣ୍ଡ୍ (୪୩୨), ଓଡ଼ିଶା (୧୧୯୩୭), ପୁଦ୍ଦୁଚେରୀ (୧୦୬୬), ପଞ୍ଜାବ (୬୪୫୪), ରାଜସ୍ଥାନ (୨୧୧୪୪), ସିକିମ୍ (୯୦), ତାମିଲନାଡୁ (୧୧୩୮୫୬), ତେଲେଙ୍ଗାନା (୩୦୬୦୭), ତ୍ରିପୁରା (୧୭୩୫), ଉତ୍ତରାଖଣ୍ଡ (୩୦୮୧), ଉତ୍ତରପ୍ରଦେଶ (୨୮୬୬୪) ଓ ପଶ୍ଚିମବଙ୍ଗ (୨୩୫୩୯) ।

ସମ୍ବନ୍ଧିତ ଖବର