ୱାସିଂଟନ୍: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରୀତା ବରନୱାଲ୍ ଆମେରିକାର ପରମାଣୁ ଶକ୍ତି ବିଭାଗ ମୁଖ୍ୟ ପଦ ପାଇଁ ମନୋନୀତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୀତା ବରନୱାଲ୍ଙ୍କ ନାମ ଉକ୍ତ ପଦ ପାଇଁ ମନୋନୀତ କରିଛନ୍ତି। ତେବେ ଯଦି ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ ସିନେଟ୍ ମଞ୍ଜୁର କରେ, ତେବେ ରୀତା ପରମାଣୁ ଶକ୍ତି ବିଭାଗର ସହଯୋଗୀ ସଚିବ ରହି ପରମାଣୁ ଜ୍ଞାନକୌଶଳ ଗବେଷଣା ଦାୟିତ୍ବ ସମ୍ଭାଳିିବେ।
ଆମେରିକା ପରମାଣୁ ଶକ୍ତି ବିଭାଗ ମୁଖ୍ୟ, ଭାରତୀୟ ବଂଶୋଦ୍ଭବ ରୀତା ମନୋନୀତ
/sambad/media/post_attachments/wp-content/uploads/2018/10/indian-american-rita-baranwal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)