ନଓ୍ଵାଜଙ୍କ ବିରୋଧରେ କଟକଣା

ଇସଲାମାବାଦ୍‌: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଏବଂ ତାଙ୍କ ଝିଅ ମାରିୟମ୍‌ଙ୍କୁ ପାକିସ୍ତାନ ସରକାର କଡ଼ା କଟକଣାରେ ରଖିଛନ୍ତି। ନିକଟରେ ଦୁର୍ନୀତି ମାମଲାରେ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ ହୋଇଥିବା ସରିଫ୍‌ ଏବଂ ତାଙ୍କ ଝିଅ ମାରିୟମ୍‌ ଆସନ୍ତା ଶୁକ୍ରବାର ଦିନ ପାକିସ୍ତାନ ଫେରିବାର ଅଛି। ତେବେ ଥରେ ପାକିସ୍ତାନ ଫେରିଲେ ଉଭୟ ସରିଫ୍‌ ଏବଂ ମାରିୟମ୍‌ ଦେଶ ଛାଡ଼ି ଆଉ ବାହାରକୁ ଯାଇ ପାରିବେନି। ସେମାନଙ୍କ ଗସ୍ତ ଉପରେ କଡ଼ା କଟକଣା ଲଗାଇଛନ୍ତି ପାକିସ୍ତାନ ସରକାର।

ସମ୍ବନ୍ଧିତ ଖବର