୬ ଲୋକସଭା ଆସନ ଦାବି କଲା ଆରଏଲ୍‌ଡି

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶରେ ବିରୋଧୀ ମେଣ୍ଟ ଅନ୍ତର୍ଭୁକ୍ତ ଆରଏଲ୍‌ଡି (ରାଷ୍ଟ୍ରୀୟ ଲୋକ ଦଳ) ୬ଟି ଆସନରେ ପ୍ରାର୍ଥୀ ଦେବାପାଇଁ ଦାବି କରିଛି। ଆରଏଲ୍‌ଡିର ୟୁପି ମୁଖ୍ୟ ମାସୁଦ୍‌ ଅହମଦ କହିଛନ୍ତି ଯେ ଦଳ ପକ୍ଷରୁ ୬ଟି ଆ‌ସନ ଦାବି କରାଯାଇଛି। ଗତକାଲି ଆରଏଲ୍‌ଡି ଉପାଧ୍ୟକ୍ଷ ଜୟନ୍ତ ଚୌଧୁରୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲକ୍ଷ୍ନୌରେ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର