ରାଜସ୍ଥାନରେ ବହୁମତ ହାସଲ କରିଥିବା କଂଗ୍ରେସକୁ ରାଷ୍ଟ୍ରୀୟ ଲୋକ ଦଳ (ଆର୍ଏଲ୍ଡି) ପକ୍ଷରୁ ସମର୍ଥନ କରାଯାଇଛି। ଏ ନେଇ ଆର୍ଏଲ୍ଡି ପକ୍ଷରୁ ଡା. ସୁଭାଷ ଗର୍ଗ କଂଗ୍ରେସ ନିକଟକୁ ଏକ ପତ୍ର ଲେଖି ନିଜ ସମର୍ଥନ ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଦଳ ଆର୍ଏଲ୍ଡି ସବୁବେଳେ ପଛୁଆବର୍ଗ, କୃଷକ, କ୍ଷୁଦ୍ର ବେପାରୀ, ଦଳିତ ବର୍ଗ, ଯୁବକଯୁବତୀ, ମହିଳାମାନଙ୍କ ପାଇଁ କାମ କରିଆସୁଛି। କଂଗ୍ରେସକୁ ସମର୍ଥନ କରି ଦଳ ନିଜ ଲକ୍ଷ୍ୟ ପୂରଣ କରିବ ବୋଲି ସେ କହିଛନ୍ତି।
ରାଜସ୍ଥାନରେ କଂଗ୍ରେସକୁ ଆର୍ଏଲ୍ଡିର ସମର୍ଥନ
/sambad/media/post_attachments/wp-content/uploads/2018/12/RLD.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)