ବର୍ଷାରେ କ୍ଷତିଗ୍ରସ୍ତ ସଡ଼କ ମରାମତି ପାଇଁ ଓଡ଼ିଶାକୁ ୧.୪୬ କୋଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଷା ଓ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସଡ଼କଗୁଡ଼ିକର ଶୀଘ୍ର ମରାମତି ପାଇଁ ରାଜ୍ୟମାନଙ୍କୁ ଅର୍ଥ ଆବଣ୍ଟନକୁ ପ୍ରାଥମିକତା ‌ଦେଇଛନ୍ତି। ଏହି କ୍ରମରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କୁ ମୋଟ ୬୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଓଡ଼ିଶାକୁ ୧.୪୬ କୋଟି ଟଙ୍କା ଦିଆଯାଇଛି। ଦେଶର କିଛି ରାଜ୍ୟରେ ଅତ୍ୟଧିକ ବର୍ଷା ପାଇଁ ବହୁ ସଂଖ୍ୟାରେ ସଡ଼କ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର