ରୋହିଙ୍ଗ୍ୟାଙ୍କ ଘରଦ୍ୱାର ଭାଙ୍ଗି ଶିବିର ଗଢ଼ୁଛି ମିଆଁମାର ସେନା

ଓ୍ଵାସିଂଟନ: ମିଆଁମାରରେ ସୈନ୍ୟଙ୍କ ଆକ୍ରମଣରୁ ରକ୍ଷା ପାଇବାକୁ ହଜାର ହଜାର ରୋହିଙ୍ଗ୍ୟା ମୁସଲମାନ ଦେଶଛାଡ଼ିି ବିଦେଶରେ ଶରଣାର୍ଥୀ ଜୀବନ ବିତାଉଥିବା ବେଳେ ମିଆଁଁମାର ସରକାର ସେମାନଙ୍କ ଗ୍ରାମ ଓ ମସ୍‌ଜିଦ୍‌ଗୁଡ଼ିକ ଭାଙ୍ଗି ସେଠାରେ ସେନା ଶିବିର ନିର୍ମାଣ କରୁଥିବା ଜଣାପଡ଼ିଛି। ଆଜି ଆମେରିକାର ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ସଂଗଠନ ସାଟେଲାଇଟ ଯୋଗେ ଉତ୍ତୋଳନ କରିଥିବା ଫଟୋଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଏ ପରିପ୍ରେକ୍ଷୀରେ ଦେଶକୁ ସମସ୍ତ ରୋହିଙ୍ଗ୍ୟାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଥିବା କହୁଥିବା ମିଆଁମାର ସରକାରଙ୍କ ମିଛ ଧରାପଡ଼ିଯବ।

ସମ୍ବନ୍ଧିତ ଖବର