ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ଦ୍ବିତୀୟ ମ୍ୟାଚ୍ ରବିବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି।
ମ୍ୟାଚ୍ରେ ଆରଆର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଏସଆରଏଚ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
ସନରାଇଜର୍ସ ହାଇଦ୍ରାବାଦ ଦଳ: ହେନ୍ରିଚ୍ କ୍ଲାସେନ୍ ( ୱିକେଟ କିପର) , ପ୍ୟାଟ୍ କମିନ୍ସ (ଅଧିନାୟକ) , ଅଭିଷେକ ଶର୍ମା , ଟ୍ରାଭିସ୍ ହେଡ୍ , ଇଶାନ୍ କିଶାନ୍ , ନୀତୀଶ କୁମାର ରେଡ୍ଡୀ , ଅଭିନାଭ ମନୋହର , ସଚିନ୍ ବେବି , ହର୍ଷଲ ପଟେଲ , ଆଦାମ ଜାମ୍ପା , ମହମ୍ମଦ ଶାମି , ରାହୁଲ ଚହର , ଜୟଦେବ ଅନାଦକର , କାମିନ୍ଦନ ମୁନଦୀସ ସିମରଜିତ୍ ସିଂ , ଇଶାନ୍ ମାଲିଙ୍ଗା , ଅନିକେତ୍ ବର୍ମା
🚨 𝐓𝐨𝐬𝐬 🚨
— IndianPremierLeague (@IPL) March 23, 2025
Rajasthan Royals have won the toss and elected to bowl first against Sunrisers Hyderabad at the Rajiv Gandhi International Stadium.#TATAIPL | #SRHvRR | @SunRisers | @rajasthanroyals pic.twitter.com/No3UrY6FA4
ଅଧିକ ପଢ଼ନ୍ତୁ: ନିର୍ବାଚନ କମିସନଙ୍କ ଉପରେ ବିଶ୍ୱାସ କରୁନାହାନ୍ତି ଲୋକେ: କପିଲ ସିବଲ
ରାଜସ୍ଥାନ ରୟାଲ୍ସ ଦଳ: ରିୟାନ୍ ପାରାଗ (ଅଧିନାୟକ) , ଧ୍ରୁଭ ଜୁରେଲ ( ୱିକେଟ କିପର) , ଯଶସ୍ୱୀ ଜୟସ୍ବାଲ , ସଞ୍ଜୁ ସାମସନ ,ନୀତୀଶ ରାଣା , ଶିମ୍ରନ୍ ହେଟମିୟର , ଶୁଭମ୍ ଦୁବେ , ୱାନିନ୍ଦୁ ହାସରାଙ୍ଗା , ଜୋଫ୍ରା ଆର୍ଚର , ତୁଶର ଦେଶପାଣ୍ଡେ , ସନ୍ଦୀପ ଶର୍ମା ,ଫଜଲଖକ୍ ଫାରୁଖୀ , କୁମାର ମହେଶ ଥାକଶାନା , କ୍ୱେନା ମାଫାକା , ଅଶୋକ ଶର୍ମା , ବୈଭବ ସୂର୍ଯ୍ୟବଂଶୀ , କୁନାଲ ସିଂ ରାଠୋର
ଅଧିକ ପଢ଼ନ୍ତୁ: ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
Indian Premier League 2025 SRH vs RR