ତେଲେଙ୍ଗାନାରେ କ୍ଷତି ଭରଣା ପାଇଁ ୫ ହଜାର କୋଟି

କେବଳ କୃଷକଙ୍କ ପାଇଁ ୨ହଜାର କୋଟି

ହାଇଦ୍ରାବାଦ୍ : ଗତ ବୁଧବାରର ବର୍ଷା‌ ପାଇଁ ତେଲେଙ୍ଗାନାରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା‌ ଯୋଗୁଁ ତେଲେଙ୍ଗାନାରେ ଅନେକ ଜୀବନହାନି ହେବା ସହ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରିଛନ୍ତି। ଶସ୍ୟ ହରାଇଥିବା କୃଷକମାନଙ୍କ ପାଇଁ କେବଳ ୨ ହଜାର କୋଟି ଆବଶ୍ୟକ। ମୁଖ୍ୟମନ୍ତ୍ରୀ କେସିଆର ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ କରିବାପରେ ‌କେନ୍ଦ୍ର ସରକାରଙ୍କୁ ୧୩୫୦ କୋଟି ଟଙ୍କାର ତତ୍କାଳ ସହାୟତା ମାଗିଛନ୍ତି।

ସମ୍ବନ୍ଧିତ ଖବର