ଲକ୍ଷ୍ନୌ : ଏକ ଆର୍ଏସ୍ଏସ୍-ସମର୍ଥିତ ଅନୁଷ୍ଠାନ ‘ରାଷ୍ଟ୍ରୀୟ ପର୍ବ ଏବଂ ଉତ୍ସବ ସମିତି’ ପକ୍ଷରୁ ସନ୍ଥ ତୁଳସୀ ଦାସଙ୍କ ଦ୍ବାରା ଷୋଡ଼ଶ ଶତାବ୍ଦୀରେ ରଚିତ ରାମାୟଣ-ଭିତ୍ତିକ ମହାକାବ୍ୟ ‘ଶ୍ରୀରାମଚରିତମାନସ’କୁ ଜାତୀୟ ପୁସ୍ତକ ଘୋଷଣା ପାଇଁ ଦାବି କରି ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଚୈତ୍ର ନବରାତ୍ରିର ପ୍ରଥମ ଦିବସ ବା ହିନ୍ଦୁ ନବବର୍ଷଠାରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟିର ଜଣେ ନେତା ନାରୀ ଓ ପଛୁଆବର୍ଗଙ୍କ ପ୍ରତି ରାମଚରିତମାନସରେ ଅପମାନକର ମନ୍ତବ୍ୟ ଦିଆଯାଇଥିବା ନେଇ ଅଭିଯୋଗ କରିବାର କିଛିଦିନ ପରେ ସମିତି ପକ୍ଷରୁ ଏହି ଉଦ୍ୟମ ଆରମ୍ଭ କରାଯାଇଛି।
‘ଶ୍ରୀରାମଚରିତମାନସ’କୁ ଜାତୀୟ ପୁସ୍ତକ ଘୋଷଣା ପାଇଁ ଆର୍ଏସ୍ଏସ୍-ସମର୍ଥିତ ସମିତିର ଦାବି
/sambad/media/post_attachments/wp-content/uploads/2023/03/ramcharitmans-b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)