ସୂଚନା କମିସନର ପଦବି ପାଇଁ କେବଳ ‘ବାବୁ’ଙ୍କ ଚୟନ କାହିଁକି: ସୁପ୍ରିମ୍‌ କୋର୍ଟ

0

ନୂଆଦିଲ୍ଲୀ : ସୂଚନା କମିସନରଙ୍କ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମ‌କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। କେବଳ ଅବସରପ୍ରାପ୍ତ ଏବଂ ବର୍ତ୍ତମାନର ଅମଲାମାନଙ୍କୁ କାହିଁକି ସୂଚନା କମିସନର ପଦବି ପାଇଁ ଚୟନ କରାଯାଉଛି ବୋଲି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ପକ୍ଷରୁ ଜବାବରେ କୁହାଯାଇଥିଲା‌ ଯେ ଉକ୍ତ ୧୪ ଜଣଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ବିଚାରପତି ଏବଂ ଅନ୍ୟମାନେ ଅମଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.