ପୁଟିନ୍‌ଙ୍କ ସାମ୍ବିଧାନିକ ସଂସ୍କାର କାର୍ଯ୍ୟକ୍ରମ : ଇସ୍ତଫା ଦେଲେ ରୁଷ୍‌ ପ୍ରଧାନମନ୍ତ୍ରୀ

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନେକ ସାମ୍ବିଧାନିକ ସଂସ୍କାର ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟାରେ ସରକାରରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ବେଳେ ଆଜି ରୁଷ୍‌ ପ୍ରଧାନମନ୍ତ୍ରୀ ଡାମିତ୍ରି ମେଦ୍‌ଭେଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦେଶର ଟିକସ ବିଭାଗର ମୁଖ୍ୟ ରହିଥିବା ମିଖାଇଲ ମିସୁସ୍ତିନଙ୍କ ନାମ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର