ମୁମ୍ବାଇ: ରାଜ୍ କପୁରଙ୍କ କନ୍ୟା ତଥା ବିଶିଷ୍ଟ ଫିଲ୍ମ ପ୍ରଯୋଜକ ଋତୁ ନନ୍ଦାଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସମଗ୍ର ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସ୍ବର୍ଗତଃ ନନ୍ଦା ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ ଏବଂ ଆଜି ଅପରାହ୍ନ ୧.୧୫ରେ ନୂଆଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି ବୋଲି ବିଗ୍ ‘ବି’ ଅମିତାଭ ବଚନ ନିଜ ବ୍ଲଗ୍ରେ ଉଲ୍ଲେଖ କରିଛନ୍ତି। ବଚନ ତାଙ୍କ ବ୍ଲଗ୍ରେ ଲେଖିଛନ୍ତି, ତାଙ୍କ ସମୁଦୁଣୀ ଅର୍ଥାତ୍ ଝିଅ ଶ୍ବେତାର ଶାଶୂଙ୍କର ଆଜି ପରଲୋକ ହୋଇଯାଇଛି। ସେ ଶିଳ୍ପପତି ରାଜନ୍ ନନ୍ଦାଙ୍କୁ ବିବାହ କରିଥିଲେ।
ରାଜ୍ କପୁରଙ୍କ କନ୍ୟା ଋତୁ ନନ୍ଦାଙ୍କ ପରଲୋକ
/sambad/media/post_attachments/wp-content/uploads/2020/01/images-1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)