ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସବରିମାଳା ରାୟ ବିରୋଧରେ ଯେଉଁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା ତା’ ଉପରେ ଆସନ୍ତାକାଲି ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଗତ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ସବରିମାଳା ମନ୍ଦିର ପ୍ରସଙ୍ଗରେ ଯେଉଁ ରାୟ ଦେଇଥିଲେ ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୯ଟି ରିଭ୍ୟୁ ପିିଟିସନ୍ ଦାଖଲ ହୋଇଛି। ଆସନ୍ତାକାଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏହିସବୁ ରିଭ୍ୟୁ ପିଟିସନ୍ ଗୁଡ଼କି ଉପରେ ନିଷ୍ପତ୍ତି ନେବେ।
ସବରିମାଳା ରାୟ ରିଭ୍ୟୁ ପିିଟିସନ୍ ଶୁଣାଣି ପାଇଁ ଅାଜି ନିଷ୍ପତ୍ତି
/sambad/media/post_attachments/wp-content/uploads/2018/10/supreme-court-02-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)