ସବରିମାଳା ବିବାଦ, ଦେହରେ ନିଆଁ ଲଗାଇଲେ ବ୍ୟକ୍ତି

ଥିରୁବନନ୍ତପୁରମ୍‌: ସବରିମାଳା ମନ୍ଦିର ପ୍ରସଙ୍ଗରେ ବିବାଦ ଉଗ୍ର ରୂପ ନେଇଛି। ମନ୍ଦିର ପରିସର ଏବଂ ଆଖପାଖରେ କର୍ଫ୍ୟୁ ହଟାଇବା ଦାବିରେ ବିଜେପି ନେତା ସିକେ ପଦ୍ମନାଭନ ଆମରଣ ଅନଶନରେ ବସିଥିବା ବେଳେ ଜଣେ ବ୍ୟକ୍ତି ରାଜ୍ୟ ସଚିବାଳୟ ବାହାରେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ବେଣୁଗୋପାଳ ନାୟର।

ସମ୍ବନ୍ଧିତ ଖବର