କୋଲକାତା: ବହୁ ବାଦବିବାଦ ପରେ ଶେଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ କୋଲକାତାରେ ର୍ୟାଲି ପାଇଁ ଅନୁମତି ମିଳିଛି। ଅଗଷ୍ଟ ୧୧ ତାରିଖରେ ଶାହ ମାୟୋ ରୋଡ୍ରେ ଜନ ସମାବେଶ କରିବେ। ଏନେଇ ଆଜି ଶାହଙ୍କୁ କୋଲକାତା ପୁଲିସ ଅନୁମତି ପ୍ରଦାନ କରିଛି। କୋଲକାତା ପୁଲିସ ର୍ୟାଲି ପାଇଁ ଅନୁମତି ଦେବାର ମାତ୍ର କିଛି ସମୟ ପୂର୍ବରୁ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ।
ର୍ୟାଲି ପାଇଁ ଶାହଙ୍କୁ ଅନୁମତି
/sambad/media/post_attachments/wp-content/uploads/2018/07/saha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)