ନୂଆଦିଲ୍ଲୀ : ଉନ୍ନାଓ ବିଜେପି ସାଂସଦ ସାକ୍ଷୀ ମହାରାଜ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାକ୍ଷୀ ମହାରାଜ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ସମୟରେ ଯେଉଁ ଶୋଭାଯାତ୍ରା କରିଥିଲେ, ସେଥିରେ ଶତାଧିକ ଗାଡ଼ି ବ୍ୟବହାର ହୋଇଥିଲା ଏବଂ ସେ ମାତ୍ର ୧୩ଟି ପାସ୍ ଦେଖାଇବାରେ ସକ୍ଷମ ହୋଇଥିଲେ।
ସାକ୍ଷୀ ମହାରାଜଙ୍କ ବିରୋଧରେ ମାମଲା
/sambad/media/post_attachments/wp-content/uploads/2019/04/sakhi-maharaj.jpg)