ମୁଁ ମାମୁଲି ପ୍ରତିଭାର ଅଧିକାରୀ: ସଲ୍‌ମାନ

ମୁମ୍ବାଇ : ସୁପର୍‌ଷ୍ଟାର ସଲ୍‌ମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭାରତ’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ। ଫିଲ୍ମର ପ୍ରମୋସନ ଅସସରରେ ଡିଏନ୍‌ଏକୁ ଏକ ସାକ୍ଷାତକାରରେ ସଲ୍‌ମାନ କହିଛନ୍ତି ଅମୀର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ବଲିଉଡ୍‌ରେ ମହାନ ପ୍ରତିଭାର ଅଧିକାରୀ। ମୁଁ ସାଧାରଣ ଓ ମାମୁଲି ପ୍ରତିଭାର ଅଧିକାରୀ ହୋଇଥିଲେ ମଧ୍ୟ କେବଳ ପ୍ରଶଂସକଙ୍କ ପାଇଁ ସଫଳତା ପାଇଛି ବୋଲି ସଲ୍‌ମାନ କହିଛନ୍ତି।

ସମ୍ବନ୍ଧିତ ଖବର