ସଂଜୟ ଦତ୍ତ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ମୁମ୍ବାଇ : ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ଅସୁସ୍ଥ ହେବା ପରେ ଲୀଳାବତୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କର କରୋନା ପରୀକ୍ଷା ନେଗେଟିଭ ଥିବା ହସପିଟାଲ ତରଫରୁ କୁହାଯାଇଛି । ତେବେ ସେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିବାରୁ ତାଙ୍କୁ ହସପିଟାଲରେ ରଖାଯାଇଛି । ଏକ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି ବୋଲି ଜଣାଯାଇଛି ।

 

ସମ୍ବନ୍ଧିତ ଖବର