ଜେଲ୍‌ରେ ପାଠ ପଢ଼ୁଛନ୍ତି ଶଶିକଳା

ଚେନ୍ନାଇ: ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଭିକେ ଶଶିକଳା ଏବେ ଜେଲ୍‌ରେ ପାଠ ପଢ଼ୁଛନ୍ତି। ପାରାପ୍ପନା ଆଗ୍ରହରା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ଶଶିକଳା ଏବେ ଜେଲ୍‌ ସ୍କୁଲ୍‌ରେ କନ୍ନଡ଼ ଶିକ୍ଷା‌ ଗ୍ରହଣ କରୁଛନ୍ତି। ଜେଲ୍‌ ମଧ୍ୟରେ କନ୍ନଡ଼ ପଢ଼ିବାର ଇଚ୍ଛା ପ୍ରକାଶ କରିବାରୁ ଶଶିକଳାଙ୍କୁ ପଢ଼ିବାର ସୁଯୋଗ ମିଳିଛି।

ସମ୍ବନ୍ଧିତ ଖବର