ଲକ୍ଷ୍ନୌ: ଅଭିନେତାରୁ ସଫଳ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ପୁନମ୍ ଆଜି ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଲକ୍ଷ୍ନୌ ସ୍ଥିତ ତାଙ୍କ ବାସଭବନରେ ଭେଟି ସପାରେ ଯୋଗ ଦେଇଛନ୍ତି। ପୁନମ୍ ସପା-ବସପା-ଆରଏଲ୍ଡି ମେଣ୍ଟ ପକ୍ଷରୁ ଲକ୍ଷ୍ନୌ ଆସନରେ ନିର୍ବାଚନ ଲଢ଼ିବେ । ସେ ଏପ୍ରିଲ ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।
ସପାରେ ଯୋଗଦେଲେ ଶତ୍ରୁଘ୍ନଙ୍କ ପତ୍ନୀ
ରାଜନାଥଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ
/sambad/media/post_attachments/wp-content/uploads/2019/04/Poonam_Sinha-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)