ନୂଆଦିଲ୍ଲୀ: ବିଚାର ବିଭାଗରେ ଦେଖା ଦେଇଥିବା ଅଭୂତପୂର୍ବ ସଙ୍କଟ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଆଜି ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଚେୟାମ୍ୟାନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୁପ୍ରିମ୍ କୋର୍ଟର ବିଚାରପତିମାନଙ୍କୁ ଭେଟୁଛନ୍ତି।
ଏହି ସାତଜଣିଆ ପ୍ରତିନିଧି ଦଳ ଏ ମଧ୍ୟରେ କିଛି ବିଚାରପତିଙ୍କୁ ଭେଟି ସାରିଲେଣି। ସିଜିଆଇ ଦୀପକ ମିଶ୍ରଙ୍କ ସମେତ ଅନ୍ୟ କେତେଜଣ ବିଚାରପତିଙ୍କୁ ଏହା ପରେ ଭେଟିବାକୁ ଯାଉଛନ୍ତି ପ୍ରତିନିଧିମାନେ।
ଗତକାଲି ବିସିଆଇ ଗତକାଲି ସାତଜଣିଆ ପ୍ରତିନିଧି ଦଳ ଗଠନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/62494914.jpg)