ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ଏଲ୍ଆଇସିର ଇନିସିଆଲ ପବ୍ଲିକ୍ ଅଫରକୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ସେବି ମଞ୍ଜୁରି ପ୍ରଦାନ କରାଯାଇଛି। କଂପାନିର ୫% ସେୟାର ବିକ୍ରି କରି ୬୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଇପିଓ ଲାଗି ଏଲ୍ଆଇସି ଫେବ୍ରୁଆରି ୧୨ରେ ଆବେଦନ କରିଥିଲେ। ଖୁବ୍ କମ୍ ସମୟ ଭିତରେ ତାହାକୁ ସେବିର ମଞ୍ଜୁରି ମିଳିଛି। ତେବେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁଁ ବଜାର ଅସ୍ଥିର ରହିଥିବାରୁ ସରକାର ଆସନ୍ତା ଆର୍ଥିକ ବର୍ଷରେ ଆଇପିଓ ଜାରି କରିବା ବିଷୟରେ ବିଚାର କରୁଛନ୍ତି।
ଏଲ୍ଆଇସି ଆଇପିଓକୁ ସେବି ମଞ୍ଜୁରି
/sambad/media/post_attachments/wp-content/uploads/2019/05/LIC_LOGO.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)