ଶ୍ରୀନଗର : ଧାରା ୩୭୦ ଉଚ୍ଛେଦର ୬ ମାସ ପରେ ଜମ୍ମୁ କାଶ୍ମୀରରେ ସ୍ଥିତି ସମୀକ୍ଷା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୨୦ ରାଷ୍ଟ୍ରର ପ୍ରତିନିଧିଦଳ ଆସି ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିଥିବା ୨୫ ଜଣ କୂଟନୀତିଜ୍ଞ ସେମାନଙ୍କ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଉତ୍ତର କାଶ୍ମୀରର ବାରମୁଳା ଗସ୍ତ କରିପାରିନାହାନ୍ତି। ଏହି ପ୍ରତିନିଧିଦଳ ଆଜି ପ୍ରସିଦ୍ଧ ଡାଲ୍ ଲେକ୍ରେ ନୌ ବିହାର କରିଛନ୍ତି । ୟୁରୋପୀୟ ରାଷ୍ଟ୍ର ସଂଘ, ଦକ୍ଷିଣ ଆମେରିକା ଏବଂ ଉପସାଗରୀୟ ରାଷ୍ଟ୍ରର ରାଷ୍ଟ୍ରଦୂତମାନେ ଜମ୍ମୁ କାଶ୍ମୀର ଗସ୍ତରେ ଆସିଛନ୍ତି।
ଜମ୍ମୁ କାଶ୍ମୀରରେ ଦ୍ବିତୀୟ ବିଦେଶୀ ପ୍ରତିନିଧିଦଳ
/sambad/media/post_attachments/wp-content/uploads/2020/02/12kashmir2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)