ଶୀତଲ ଜୈନଙ୍କ ପରଲେକ

ମୁମ୍ବାଇ : ଦୀର୍ଘ ବର୍ଷ ଧରି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ସେକ୍ରେଟାରି ରହିଥିବା ଶୀତଲ ଜୈନଙ୍କ ପରଲୋକ ‌ଘଟିଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଶୀତଲଙ୍କ ବିୟୋଗରେ ଅମିତାଭଙ୍କ ସମେତ ବଲିଉଡର ବହୁ କଳାକାର ଏବଂ ନିର୍ମାତା ନିର୍ଦ୍ଦେଶକ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର