ନୂଆଦିଲ୍ଲୀ : ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦିକ୍ଷୀତ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସହରରେ ଲୋକେ ସାମ୍ନା କରୁଥିବା ବିଦ୍ୟୁତ୍ ଏବଂ ଜଳ ଯୋଗାଣ ସଂକ୍ରାନ୍ତ ସମସ୍ୟା ସମ୍ପର୍କରେ ଶୀଲା କେଜ୍ରିୱାଲ୍ଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହ କଂଗ୍ରେସର ଅନ୍ୟ ପ୍ରତିନିଧି ଦଳ ମଧ୍ୟ ଆଜି ଉପସ୍ଥିତ ଥିଲେ। ବିଦ୍ୟୁତ୍ ବିଲ୍ରେ ନିର୍ଦ୍ଧାରିତ ଦର ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଶୀଲା ଦାବି କରିଛନ୍ତି। ତେବେ ନିର୍ଦ୍ଧାରିତ ବିଦ୍ୟୁତ୍ ଦରକୁ ପୂର୍ବପରି କମାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ପ୍ରତିଶ୍ରୁତି ଦେଇଛନ୍ତି।
କେଜ୍ରିୱାଲ୍ଙ୍କୁ ଭେଟିଲେ ଶୀଲା: ବିଦ୍ୟୁତ ଏବଂ ଜଳ ଯୋଗାଣ ସମସ୍ୟା ନେଇ ଆଲୋଚନା
/sambad/media/post_attachments/wp-content/uploads/2019/06/kejriwalsheiladikshit.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)