ଟ୍ରେନ୍‌ ବାତିଲ ପ୍ରସଙ୍ଗରେ ସରକାରଙ୍କୁ ଶିବସେନାର ସମାଲୋଚନା

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ବିଭିନ୍ନ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ୩୧ ଯାଏଁ ସମସ୍ତ ‌ଯାତ୍ରୀବାହୀ ଟ୍ରେନ୍‌ ସେବା ବାତିଲ କରିଛନ୍ତି। କିନ୍ତୁ ସରକାର ଟ୍ରେନ୍‌ ସେବା ବାତିଲ କରିବାରେ ବହୁତ ବିଳମ୍ବ କରିଦେଇଛନ୍ତି ବୋଲି ଶିବସେନା କହିଛି। ଶିବସେନା ପକ୍ଷରୁ କୁହାଯାଇଛି ଯେ, ମୋଦୀ ବିମୁଦ୍ରୀକରଣ ବେଳେ ଯେଭଳି ହଠାତ୍‌ ନିଷ୍ପତ୍ତି ନେଇଥିଲେ କ‌ରୋନା ମୁକାବିଲା ଦିଗରେ ବି ଠିକ୍‌ ସେମିତି ହଠାତ୍‌ ଟ୍ରେନ୍‌ ସେବା ବନ୍ଦ କରିବାର ଥିଲା।

ସମ୍ବନ୍ଧିତ ଖବର