ଶିବଶଙ୍କର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତିରୂପେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ (ଏସ୍‌ସିବିଏ)ର ସର୍ଚ କମିଟି ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନାଙ୍କୁ ସୁପାରିଶ କରିଛି। କେବଳ ଆଇନଜୀବୀ ଶ୍ରୀ ମିଶ୍ର ନୁହନ୍ତି, ଦେଶର ୧୭ଟି ହାଇକୋର୍ଟରେ ୪୮ ଜଣ ଯୋଗ୍ୟ ଓ ମେଧାବୀ ସୁପ୍ରିମକୋର୍ଟ ଆଇନଜୀବୀଙ୍କୁ ହାଇକୋର୍ଟର ବିଚାରପତିରୂପେ ନିଯୁକ୍ତି ପାଇଁ ଏସ୍‌ସିବିଏର ସର୍ଚ କମିଟି ସୁପାରିଣ କରିଛି।

ସମ୍ବନ୍ଧିତ ଖବର