ନ୍ୟୁୟର୍କ : ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନକୁ ସାମୟିକଭାବେ ବନ୍ଦ କରିଦିଆଯାଇଛି । ଭର୍ଜିନିଆସ୍ଥିତ ପେଣ୍ଟାଗନ କୋଠା ନିକଟରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଆଜି ଏକ ଗୁଳିକାଣ୍ଡ ହେବାରୁ ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଗୁଳିକାଣ୍ଡରେ କିଛି ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।
ଭର୍ଜିନିଆ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ, ପେଣ୍ଟାଗନକୁ ସାମୟିକ ବନ୍ଦ କରାଗଲା
/sambad/media/post_attachments/wp-content/uploads/2021/08/pentagon.jpg)